Best Yoga Quotes in Odia: 10 Lines That Will Motivate You to Live Your Life 🧘

 

Best Yoga Quotes in Odia: 10 Lines That Will Motivate You to Live Your Life


Best Yoga Quotes in Odia | Yogashree


Best Yoga Quotes in Odia | Yogashree

ଯୋଗ କୌଣସି ଧାର୍ମିକ ବିଷୟ ନୁହେଁ, ବରଂ ଏକ ବିଜ୍ଞାନ, ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରିବାର ସର୍ବଶ୍ରେଷ୍ଠ ବିଜ୍ଞାନ |

Yoga is not a religion, it is a science, a science of well-being, a science of youthfulness, a science of integrating body, mind, and soul.


Best Yoga Quotes in Odia | Yogashree

Best Yoga Quotes in Odia | Yogashree


ଯୋଗଯାତ୍ରା ହେଉଛି ଶ୍ରେଷ୍ଠଯାତ୍ରା, ଯେଉଁ ଯାତ୍ରାକାଳରେ ମୁଁ କିଏ ଏହି ପ୍ରଶ୍ନର ପ୍ରକୃତ ଉତ୍ତର ପାଇବେ ।

Yoga is the perfect opportunity to be curious about who you are.


Best Yoga Quotes in Odia | Yogashree

Best Yoga Quotes in Odia | Yogashree


ଜୀବନରେ ସନ୍ତୁଳନ ବଜାୟ ରଖିବାରେ ଯୋଗ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ। 

Yoga Helps You in Maintaining Balance in Life.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ଯୋଗ- ଶରୀର,ମନ ଓ ଆତ୍ମାର କାନଭାସରେ ସଚେତନତାର କଳା କାର୍ଯ୍ୟ 

Yoga Is the Art Work of Awareness on the Canvas of Body, Mind, and Soul.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ଯୋଗ ହେଉଛି ଆତ୍ମା ମାଧ୍ୟମରେ ଆତ୍ମାର ଜୟଯାତ୍ରା।

Yoga is the journey of the self through the self to the self.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ଯୋଗ କରିବା ପାଇଁ କୌଣସି ଯନ୍ତ୍ରର ଆବଶ୍ୟକତା ନାହିଁ, ଆପଣଙ୍କ ଶରୀର ଓ ମନ ହିଁ ସର୍ବଶ୍ରେଷ୍ଠ ଯନ୍ତ୍ର ଓ ଆବଶ୍ୟକତା

The most important pieces of equipment you need for doing yoga are your body and your mind.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ସୁଖ ଖୋଜୁଛନ୍ତି ତ ପ୍ରକୃତି ଏବଂ ନିଜ ଭିତରେ ସନ୍ଧାନ କରନ୍ତୁ । 

Find Happiness within nature and yourself.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ଆପଣ ସର୍ବଦା ବାହ୍ୟିକ କ୍ରିୟା ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିପାରିବେ ନାହିଁ, କିନ୍ତୁ ଚାହିଁଲେ ଆପଣଙ୍କ ଭିତରର ସମସ୍ତ କ୍ରିୟାକୁ ପରିଚାଳନା କରିବାକୁ ସମର୍ଥ ହୋଇପାରିବେ ।

You can't always control what goes on outside, but you can always control what goes on inside.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ଯୋଗ କେବଳ ଆପଣଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ କରିବ ନାହିଁ,ବ୍ୟକ୍ତତ୍ୱକୁ ଉତ୍ତରିତ ସୋପନରେ ପହଞ୍ଚାଇବ ଅବଶ୍ୟ ।

Yoga does not just change the way we see things, it transforms the person.


Best Yoga Quotes in Odia | Yogashree

Best Yoga Quotes in Odia | Yogashree

ପ୍ରତିଦିନ ଯୋଗ ଅଭ୍ୟାସ ଜାରି ରଖନ୍ତୁ ଏବଂ ନିଜ ପାଇଁ ନିଜର ସର୍ବୋତ୍ତମ ସଂସ୍କରଣ ବନିଯାଆନ୍ତୁ।

Start Doing Yoga Every Day And Be The Best Version Of You.








Post a Comment

0 Comments